୮୫ କୋଟି ଲୋକ କିଡନୀ (ବୃକକ୍‌ ) ରୋଗ ସହିତ ବଞ୍ଚିଅଛନ୍ତି । 1 ଗୋଟିଏ ମିନିଟ୍‌ରେ ପ୍ରଶ୍ନୋତ୍ତର (quiz) ଦ୍ୱାରା ତାହା ଜାଣି ହେବ ।

କିଡନୀ (ବୃକକ୍‌ ) ର କାମ ହେଉଛି ରକ୍ତରୁ ଟକ୍ସିନ (toxin) ଏବଂ ଅତ୍ୟଧିକ ପାଣିକୁ ନିଷ୍କାସନ କରିବା । ରକ୍ତଚାପକୁ ଠିକ୍‍ ରଖିବା, ଲୋହିତରକ୍ତକଣିକା ଗଠନ କରିବା ଓ ହା‍ଡ଼କୁ ସୁସ୍ଥ ରଖିବା ମଧ୍ୟ କିଡନୀର (ବୃକକ୍‌ର ) କାମ । ଆମର କିଡନୀ (ବୃକକ୍‌ ) ଜଟିଳ ଏବଂ ଅଦ୍ଭୁତ ଅଟେ ଏବଂ ଏହା ଶରୀରର ଅନେକ ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିଥାଏ । କିଡନୀ (ବୃକକ୍‌ ) ଏତେ ଆବଶ୍ୟକୀୟ ଅଙ୍ଗ ଯେ ଯାହାର କାର୍ଯ୍ୟବିନା ଆପଣ ସୁସ୍ଥ ସୁନ୍ଦର ଜୀବନ ଯାପନ କରିପାରିବେ ନାହିଁ ।2

ପ୍ରାୟ ୮ ରୁ ୧୦% ବୟସ୍କ ଜନ କିଛିପ୍ରକାରର କିଡନୀ (ବୃକକ୍‌ ) ରୋଗ ଦ୍ୱାରା ଆକ୍ରାନ୍ତ ଅଟନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଲୋକ କିଡନୀ (ବୃକକ୍‌ ) ସମ୍ବନ୍ଧିୟ ଜଟିଳତା କାରଣରୁ ସମୟ ପୂର୍ବରୁ ମୃତ୍ୟୁ ବରଣ କରିଥାଆନ୍ତି ।3

ଆପଣ ଜାଣିଛନ୍ତି କି – କୌଣସି ଲକ୍ଷଣ ଅନୁଭବ ହେବା ପୂର୍ବରୁ ୯୦% ପର୍ଯ୍ୟନ୍ତ କିଡନୀ (ବୃକକ୍‌ ) ଖରାପ ହେବାର ସମ୍ଭାବନା ଅଛି । 3

ତେଣୁ ଏହି ଅନ୍‌ଲାଇନ୍‌ ପ୍ରଶ୍ନୋତ୍ତର (quiz) ଦ୍ୱାରା ଆପଣ କିଡନୀ (ବୃକକ୍‌ ) ରୋଗର ବିପଦଶଙ୍କାରେ ଅଛନ୍ତି କି ନାହିଁ ଜାଣି ପାରିବେ। ଆପଣଙ୍କ ମତାମତ ବା quizର ଉତ୍ତର ଉପରେ ଆଧାର କରି ପରବର୍ତ୍ତୀ ପରାମର୍ଶ ଆପଣଙ୍କୁ ଦିଆ ଯାଇ ପାରିବ ।

ଆପଣଙ୍କ ଉତ୍ତର ସମ୍ପୂର୍ଣ୍ଣ ରୂପେ ଗୁପ୍ତ ରଖାଯିବ । ଏହି ପ୍ରଶ୍ନୋତ୍ତର (quiz) କୌଣସି ଚିକିସ୍କକଙ୍କ ପରାମର୍ଶ ବା ବିକଳ୍ପ ନୁହେଁ । ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଆସେ ଆପଣ ଚିକିସ୍କକଙ୍କ ପରାମର୍ଶ ନେଇ ପାରନ୍ତି ।

ଏହି ପ୍ରଶ୍ନୋତ୍ତର (quiz) ଏଷ୍ଟ୍ରୋଜେନିକା ଏବଂ ବୋହାରିଙ୍ଗର ଇଙ୍ଗଲହେ ଏବଂ ଲିଲିର ଆର୍ଥିକ ଏବଂ ଶିକ୍ଷାଗତ ଅନୁଦାନ ଦ୍ୱାରା ସମ୍ଭବ ହୋଇପାରିଛି ।

ISN Kidney Quiz

ପ୍ରଶ୍ନ

(୧)
ଆପଣଙ୍କୁ କେବେ କୁହାଯାଇଛି କି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ?




ISN Kidney Quiz

ପ୍ରଶ୍ନ

(୨)
ଆପଣଙ୍କୁ କେବେ କୁହାଯାଇଛି କି ଆପଣଙ୍କ ରକ୍ତଚାପ ଅଧିକା ଅଛି ?




ISN Kidney Quiz

ପ୍ରଶ୍ନ

(୩)
ଆପଣଙ୍କୁ କୁହାଯାଇଛି କି ଆପଣଙ୍କର ହୃଦ୍‌ରୋଗ (heart attack or heart failure) ଅଛି ?




ISN Kidney Quiz

ପ୍ରଶ୍ନ

(୪)
ଆପଣ ନିୟମିତ ଭାବରେ ଗୋଡ଼ ବା ପାଦର ଫୁଲିବା କିମ୍ବା ମୁହଁର ଫୁଲା ଅନୁଭବ କରିଛନ୍ତି କି ?



ISN Kidney Quiz

ପ୍ରଶ୍ନ

(୫)
ଆପଣଙ୍କ ପରିବାରରେ କେହି ବୃକକ୍‌ ରୋଗରେ ଆକ୍ରାନ୍ତ ଥିଲେ କି ? କିମ୍ବା କାହାରି ଡାଏଲେସିସ୍‌ (dialysis) କିମ୍ବା କିଡନୀ (ବୃକକ୍‌ ) ନିଷ୍କ୍ରିୟତା (kidney failure) ହୋଇଥିଲା କି ?




ISN Kidney Quiz

ପ୍ରଶ୍ନ

(୬)
ବ୍ୟଥା କମ କରିବା ପାଇଁ ଆପଣ ନିୟମିତ ରୂପରେ କୌଣସି ଔଷଧ ସେବନ କରନ୍ତି ବା କରିଛନ୍ତି କି ?




ISN Kidney Quiz

ପ୍ରଶ୍ନ

(୭)
ଆପଣ ନିୟମିତ ରୂପେ ହର୍ବାଲ୍‌ (ଜଡ଼ିବୁଟି) ବା ସ୍ଥାନୀୟ (ଦେଶୀ) ଔଷଧ ଓଜନ କମାଇବା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ନିଅନ୍ତି କି ?




ISN Kidney Quiz

ପ୍ରଶ୍ନ

  



  







       

ISN Kidney Quiz


ଫଳାଫଳ – ବିପଦରେ ନାହିଁ:

ଆପଣଙ୍କର ବୃକକ୍ ରୋଗ ହେବାର କୌଣସି ପ୍ରମୁଖ ବିପଦ କାରକ ନାହିଁ, କିନ୍ତୁ ତଥାପି ବିପଦରେ ରହିପାରନ୍ତି।

ଆମେ ଏବେ ଜାଣୁ ଯେ ଲୋକଙ୍କର ବୃକକ୍ ରୋଗ ହେବାର ଅଣ-ଚିକିତ୍ସା କାରଣ ମଧ୍ୟ ଅଛି, ଯେଉଁଥିରେ ଅନ୍ତର୍ଭୁକ୍ତ:4

  • ଯେଉଁଠାରେ କେହି ବାସ କରନ୍ତି
  • ସେମାନେ ଯେଉଁଠାରେ କାମ କରନ୍ତି
  • ସେମାନେ ଖାଉଥିବା ଖାଦ୍ୟ
  • ସେମାନେ କେତେ ବ୍ୟାୟାମ କରନ୍ତି
  • ଯଦି ସେମାନେ ଆବଶ୍ୟକୀୟ ଚିକିତ୍ସା ପାଇପାରିବେ

ବୃକକ୍ ରୋଗ ରୋକିବା ବିଷୟରେ ଅଧିକ ଜାଣନ୍ତୁ:

ବିଶ୍ୱ ବୃକକ୍ ଦିବସର ନିବାରଣର ୮ଟି ସୁବର୍ଣ୍ଣ ନିୟମ

ବୃକକ୍ ରୋଗଗୁଡ଼ିକ ନୀରବ ହତ୍ୟାକାରୀ, ଯାହା ଆପଣଙ୍କ ଜୀବନର ଗୁଣବତ୍ତା ଉପରେ ମୁଖ୍ୟତଃ ପ୍ରଭାବ ପକାଇବ। ତଥାପି ବୃକକ୍ ରୋଗ ହେବାର ଆଶଙ୍କା ହ୍ରାସ କରିବାର ଅନେକ ସହଜ ଉପାୟ ଅଛି। ୮ଟି ସୁବର୍ଣ୍ଣ ନିୟମ ଦେଖନ୍ତୁ!!



ଆପଣ ଙ୍କ ଉତ୍ତର ରୁ ଜଣ ଯାଉଛି ଆପଣଙ୍କୁ ଅଶ୍ୱସ୍ଥ କିଡନୀ (ବୃକକ୍‌ ) ର ସମ୍ଭାଭିତ ଭୟ ଅଛି ।

ମୋର ବିବରଣୀ

ମୋର ବୟସ:
ମୋର ଲିଙ୍ଗ:
ମୋର ବି ଏମ୍ ଆଇ (BMI):

(୧) ଆପଣଙ୍କୁ କେବେ କୁହାଯାଇଛି କି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ?
(୨) ଆପଣଙ୍କୁ କେବେ କୁହାଯାଇଛି କି ଆପଣଙ୍କ ରକ୍ତଚାପ ଅଧିକା ଅଛି ?
(୩) ଆପଣଙ୍କୁ କୁହାଯାଇଛି କି ହୃଦ୍‌ରୋଗ (heart attack or heart failure) ଅଛି ? failure?
(୪) ଆପଣ ନିୟମିତ ଭାବରେ ଗୋଡ଼ ବା ପାଦର ଫୁଲିବା କିମ୍ବା ମୁହଁର ଫୁଲା ଅନୁଭବ କରିଛନ୍ତି କି ? facial puffiness?
(୫) ଆପଣଙ୍କ ପରିବାରରେ କେହି ବୃକକ୍‌ ରୋଗରେ ଆକ୍ରାନ୍ତ ଥିଲେ କି ? କିମ୍ବା କାହାରି ଡାଏଲେସିସ୍‌ (dialysis) କିମ୍ବା କିଡନୀ (ବୃକକ୍‌ ) ନିଷ୍କ୍ରିୟତା (kidney failure) ହୋଇଥିଲା କି ?
(୬) ବ୍ୟଥା କମ କରିବା ପାଇଁ ଆପଣ ନିୟମିତ ରୂପରେ କୌଣସି ଔଷଧ ସେବନ କରନ୍ତି ବା କରିଛନ୍ତି କି ?
(୭) ଆପଣ ନିୟମିତ ରୂପେ ହର୍ବାଲ୍‌ (ଜଡ଼ିବୁଟି) ବା ସ୍ଥାନୀୟ (ଦେଶୀ) ଔଷଧ ଓଜନ କମାଇବା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ନିଅନ୍ତି କି ?

ଆପଣଙ୍କୁ ଆଗକୁ କଣ କରିବା ଆବଶ୍ୟକ ।

କୁଇଜ୍ ରେ ଆପଣଙ୍କର ପ୍ରତିକ୍ରିୟା ଉପରେ ଆଧାର କରି, ଆପଣ ସୂଚାଇ ଦେଇଛନ୍ତି ଯେ ଆପଣଙ୍କର ଗୋଟିଏ ବିପଦ କାରଣ ଅଛି ଯାହା କିଡନୀ କାର୍ଯ୍ୟ ହ୍ରାସ କରିପାରେ:4,5,6,7

  • ଡାଇବେଟିସ୍ (ମଧୁମେହ)
  • ପ୍ରି-ଡାଇବେଟିସ୍
  • ଆପଣଙ୍କର ହୃଦ୍‌ରୋଗ
  • ଉଚ୍ଚ ରକ୍ତଚାପ (ଉଚ୍ଚ ରକ୍ତଚାପ)
  • କିଡନୀ (ବୃକକ୍‌) ରୋଗ, କିଡନୀ ଟ୍ରାନ୍ସପ୍ଲାଣ୍ଟ କିମ୍ବା ଡାଏଲିସିସ୍ ର ପାରିବାରିକ ଇତିହାସ: ଯଦି କିଡନୀ ରୋଗରେ ପୀଡିତ ପରିବାର ସଦସ୍ୟ ଅଛନ୍ତି, ଯେଉଁମାନେ ଡାଏଲିସିସରେ ଅଛନ୍ତି କିମ୍ବା କିଡନୀ ପ୍ରତିରୋପଣ କରିଛନ୍ତି, ତେବେ ସେମାନଙ୍କର କିଡନୀ ରୋଗ ହେବାର ସମ୍ଭାବନା 2 ରୁ 3 ଗୁଣ ଅଧିକ |
  • ଅଧିକ ଓଜନ କିମ୍ବା ମେଦବହୁଳ: ଅଧିକ ଓଜନ ହେବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ଯାହା କିଡନୀ (ବୃକକ୍‌ ) ରୋଗର କାରଣ ହୋଇପାରେ |

ଲୋକମାନେ କିଡନୀ (ବୃକକ୍‌) ରୋଗରେ ଆକ୍ରାନ୍ତ ହେବାର ଅଣ ଚିକିତ୍ସା କାରଣ ମଧ୍ୟ ଅଛି, ଯେଉଁଥିରେ:5,8

  • ଯେଉଁଠାରେ କେହି ରହନ୍ତି
  • ସେମାନେ କେଉଁଠାରେ କାମ କରନ୍ତି
  • ସେମାନେ କି ପ୍ରକାରର ଖାଦ୍ୟ ଖାଆନ୍ତି?
  • କେତେ ବ୍ୟାୟାମ କରନ୍ତି
  • ଯଦି ସେମାନେ ଆବଶ୍ୟକ ଚିକିତ୍ସା ପାଇବାକୁ ସକ୍ଷମ ହୁଅନ୍ତି

ଆପଣଙ୍କ ଚିକିସ୍ଛଙ୍କ ଙ୍କ ସଂଗେ କଥା ବାର୍ତା କରନ୍ତୁ ।

କାହାକୁ କିଡନୀ (ବୃକକ୍‌ ) ରୋଗ ହେଲେ ଜଣା ଯାଏ ଯେ ତାହାର ବୃକକ ଠିକ ଭାବରେ ନିୟମିତ ରୂପେ କାମ କରୁନାହିଁ । କାରଣ ବୃକକ ରକ୍ତଚାପ ଓ ମଧୁମେହ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦ୍ୱାରା କ୍ଷତିଗ୍ରସ୍ତ ବା ଆହତ ହୋଇଛି ।4

ଯେତେବେଳେ ଆପଣଙ୍କ କିଡନୀ (ବୃକକ୍‌ ) ର ସ୍ୱାସ୍ଥ୍ୟ ନେଇ ପରାମର୍ଶ କରାଯାଏ ସେତେବେଳେ ସ୍ୱାସ୍ଥ୍ୟ କର୍ମୀ ଆପଣଙ୍କୁ ଏ, ବି ସି, ଡ଼ି ପରୀକ୍ଷା କରିପାରେ, ଯାହା ଦ୍ୱାରା ବୃକକ କୁ ରକ୍ଷା କରା ଯାଇ ପାରିବ ।

ଏ - ଆଲବୁମିନ - ଏକ ପ୍ରକାର ପ୍ରୋଟିନ ପରିସ୍ରା ରେ ଅଧିକ ମାତ୍ରା ରେ ବାହାରି ଯିବା
ବି - (ବ୍ଲଡ଼ ପ୍ରେସର) ବା ରକ୍ତ ଚାପ
ସି -(କ୍ରିଏଟିନିନ) ଏବଂ କୋଲେଷ୍ଟ୍ରଲ ର ପରୀକ୍ଷା
ଡ଼ି - (ଡାଇବଇଟିସ) ମଧୁମେହ (ରକ୍ତ ରେ ସୁଗାର) ର ପରୀକ୍ଷା
ଇ - (ଇ.ଜି.ଏଫ.ଆର) - ଏହାର ଗଣନା କ୍ରିଏଟିନିନ ର ସମୀକ୍ଷା ରୁ ଜଣାଯାଏ

ଆପଣ ଙ୍କ କ୍ଷେତ୍ର ରେ ସୁଲବ୍ଧ କ୍ଲିନିକାଲ ସମ୍ବଳ ଉପରେ ଆଧାର କରି କେତେକ ପରୀକ୍ଷା କରାଯାଇ ପାରେ: 4,9

  • ଇ.ଜି.ଏଫ.ଆର - ଏହା ଏକ ପରୀକ୍ଷା, ଯାହାଦ୍ୱାରା ଜଣାଯିବ ଆପଣଙ୍କ କିଡନୀ (ବୃକକ୍‌ ) ଆପଣଙ୍କ ଶରୀର ରୁ ଅଧିକ ଅଦରକାରୀ ପଦାର୍ଥ କୁ କେତେ ଭଲ ଭାବରେ ବାହାର କରୁଛି
  • ୟୁ ଏ ସି ଏ ଆର - ଏହା ମୂତ୍ର ପରୀକ୍ଷଣ ଯାହା ବୃକକ ରେ କେତେ ମାତ୍ରା ରେ ଆଲବୁମିନ ନାମକ ପ୍ରୋଟିନ ଅଛି ତାହା ମାପି ପାରେ
  • ୟୁ ପି ସି ଆର - ଏହା ମୂତ୍ର ରେ ପ୍ରୋଟିନ ବାହାରି ବାର ଅନୁମାନ କରିବାର ଏକ ପ୍ରାଥମିକ ବିଧି
  • ୨୪ ଘଣ୍ଟା ର ପରିସ୍ରା ଏକାଠି ରଖି ପରୀକ୍ଷା କରିବା
  • ⁠ମୂତ୍ର ର ପରୀକ୍ଷା

ଆପଣ ଚିକିସ୍ଛକ ଙ୍କ ପାଇଁ ଆପଣ ଙ୍କ ର ଏହି ନିମ୍ନ ଲିଖିତ ପ୍ରଶ୍ନ ହୋଇ ପାରେ:

  • ମୋର କିଡନୀ (ବୃକକ୍‌ ) ଠିକ ଅଛି କି?
  • ମୋର ଅଳ୍ପ ଦିନ ମଧ୍ୟ ର ବୃକକ ପରୀକ୍ଷା ହୋଇଛି କି?
  • ମୋର ମୂତ୍ର ଓ ରକ୍ତ - ଦୁଇଟି ର ପରୀକ୍ଷା ହୋଇସାରିଛି କି?
  • ମୋର ମୂତ୍ର ରେ ଆଲବୁମିନ କି ପ୍ରୋଟିନ ଅଛି କି?
  • ମୋର କିଡନୀ (ବୃକକ୍‌ ) କୁ ସ୍ୱାସ୍ଥ୍ୟ ରଖିବା ପାଇଁ ମୁଁ କଣ କରି ପାରିବି?

ଅନ୍ୟ ମହତ୍ୱପୁର୍ଣ୍ଣ ପ୍ରଶ୍ନ ମାନଙ୍କ ମଧ୍ୟ ରେ ଏହି ପ୍ରଶ୍ନ ସବୁ ଆସି ପାରେ

  • ମୋତେ କିଡନୀ (ବୃକକ୍‌ ) ରୋଗ ହେଲେ କଣ ହେବ?
  • ମୋର କିଡନୀ (ବୃକକ୍‌ ) କୁ ସ୍ୱାସ୍ଥ୍ୟ ରଖିବା ପାଇଁ ମୁଁ କଣ କରିବା ଦରକାର?
  • ମୋତେ ଔଷଧ ନେବା ଦରକାର କି?
  • ମୋତେ ଅଧିକ ଶାରୀରିକ ରୂପରେ ସକ୍ରିୟ ରହିବା ଦରକାର କି?
  • ମୋତେ କେଉଁ ପ୍ରକାର ଶାରୀରିକ ପରିଶ୍ରମ ବା କାର୍ଯ୍ୟ କରିବା ଦରକାର?
  • ମୋର କିଡନୀ (ବୃକକ୍‌ ) କୁ ଠିକ ରଖିବା ପାଇଁକି ମୁଁ କଣ ଖାଇ ପାରିବି?
  • ମୋର ଖାଦ୍ୟ ଯୋଜନା ତିଆରି କରିବା ପାଇଁ ଏହାର ବିଶେଷଜ୍ଞ ଙ୍କ ସାହାଯ୍ୟ ଦରକାର କି?
  • ⁠ମୋର କିଡନୀ (ବୃକକ୍‌ ) ପାଇଁ ମୁଁ ACE ଇନହିବିଟର କିମ୍ବା ARBs * ଗ୍ରହଣ କରିବା ଉଚିତ କି?
  • ମୋର କିଡନୀ (ବୃକକ୍‌ ) ପରୀକ୍ଷା ମୋତେ କେତେ ଥର କରିବାକୁ ହେବ?

-ଏ.ସି.ଇ ଇନିହିବିଟର୍ସ (ACE inhibitors) ଏବଂ ଏ. ଆର. ବି. (ARB) ନାମକ ଔଷଧ ଗୁଡିକ ରକ୍ତଚାପ କମାଇବା ପାଇଁ ଓ ବୃକକ ଅଧିକ ମାତ୍ରା ରେ ଖରାପ ଦିଗକୁ ଗତି ନକରିବା ପାଇଁ ସାହାଯ୍ୟ କରେ ତାହା କ୍ରନିକ୍ ବୃକକ୍ ରୋଗ (CKD) ସହିତ ଦେଖାଯାଏ | 10,11

ତୁମର ଆଶ୍ଚର୍ଯ୍ୟଜନକ କିଡନୀ (ବୃକକ୍‌ ):

କିଡନୀ (ବୃକକ୍‌ ) ଜଟିଳ ଏବଂ ଅସାଧାରଣ ଅଙ୍ଗ ଯାହା ଆମକୁ ସୁସ୍ଥ ରଖିବା ପାଇଁ ଅନେକ ଜରୁରୀ କାର୍ଯ୍ୟ କରିଥାଏ | ବିଶ୍ୱ କିଡନୀ ଦିବସରୁ ଆପଣଙ୍କ କିଡନୀ କିପରି କାମ କରେ ସେ ବିଷୟରେ ଅଧିକ ଜାଣନ୍ତୁ|

କିଡନୀ (ବୃକକ୍‌ ) କାହାଣୀ:

ବିଶ୍ୱ କିଡନୀ ଦିବସ ବ୍ଲଗରେ କିଡନୀ ରୋଗର ଶିକାର ହୋଇଥିବା ବିଶ୍ୱ ର ଲୋକମାନଙ୍କଠାରୁ ଶିଖନ୍ତୁ |




କିଡନୀ (ବୃକକ୍‌ ) ସମ୍ବନ୍ଧିୟ ଏହି ଜିନିଷଗୁଡ଼ିକ ଆପଣ ହୁଏତ ଜାଣି ନଥିବେ ।

Results

ସାରା ବିଶ୍ୱର ପ୍ରାୟ ୮୫ କୋଟିରୁ ଅଧିକ ଲୋକ କିଛି ନା କିଛି କିଡନୀ (ବୃକକ୍‌ ) ରୋଗରେ ଆକ୍ରାନ୍ତ ଅଟନ୍ତି ।12

Results

ମଧୁମେହ ଓ ଉଚ୍ଚ ରକ୍ତଚାପ ଏହି କିଡନୀ (ବୃକକ୍‌ ) ରୋଗର ଦୁଇଟି ମୁଖ୍ୟ କାରଣ ଅଟେ ।13

Results

କିଡନୀ (ବୃକକ୍‌ ) ରୋଗ ଅଧିକା ବ‍ଢ଼ିବା ପର୍ଯ୍ୟନ୍ତ ମଧ୍ୟ ତାହାର ଲକ୍ଷଣ ଜଣା ପଡ଼େ ନାହିଁ । ତେଣୁ ଆଗରୁ ପରୀକ୍ଷା କରିବା ଅତ୍ୟନ୍ତ ଜରୁରୀ ।14

Results

ପ୍ରାରମ୍ଭିକ ଚିକିତ୍ସା ଦ୍ୱାରା କିଡନୀ (ବୃକକ୍‌ ) ରୋଗର ଅତ୍ୟଧିକ ମାତ୍ରାରେ ବଢ଼ିବାକୁ କମାଯାଇ ପାରିବ ।3

Results

କିଡନୀ (ବୃକକ୍‌ ) ଠିକ୍‍ ଭାବରେ ଉପଚାର ଦ୍ୱାରା ହୃଦଘାତ (heart attack) ଏବଂ ପକ୍ଷାଘାତ (stroke)ରୁ ରକ୍ଷା ହୋଇପାରିବ ।3,11

Results

କିଡନୀ (ବୃକକ୍‌ ) ରୋଗ ହେବା ଦ୍ୱାରା COVID-19ର ପ୍ରାଣନେବା ଜଟିଳତା ବଢ଼ିଯାଇଥାଏ ।15




References

  1. WebMD (2018) 850 Million People Worldwide Have Kidney Disease. Available at: https://www.webmd.com/kidney-stones/news/20180705/850-million-people-worldwide-have-kidney-disease. Accessed January 2021.
  2. National Kidney Foundation. Are you the 33%? Available at: https://www.kidney.org/newsletter/are-you-33-percent. Accessed January 2021.
  3. World Kidney Day. Chronic Kidney Disease: What is Chronic Kidney Disease? Available at https://www.worldkidneyday.org/about-kidney-health/#whatis. Accessed January 2021.
  4. Kidney Research UK (2018) Kidney health inequalities in the United Kingdom: Reflecting on the past, reducing in the future. Available at: https://kidneyresearchuk.org/wp-content/uploads/2019/02/Health_Inequalities_Report_Complete_FINAL_Web_20181017.pdf. Accessed January 2021.
  5. World Kidney Day. 8 Golden Rules. Available at: https://www.worldkidneyday.org/about-kidney-health/#takecare. Accessed January 2021.
  6. National Kidney Foundation (2014) Prediabetes? What does it mean for your kidneys?. Available at: https://www.kidney.org/news/kidneyCare/Summer10/PreDiabetes. Accessed January 2021.
  7. McClellan WM, et al (2009) Individuals with a family history of ESRD are a high-risk population for CKD: Implications for targeted surveillance and intervention activities, American Journal of Kidney Diseases, 53(3 S3), pp100-106.
  8. National Institute of Diabetes and Digestive and Kidney Diseases (2016) Preventing chronic kidney disease. Available at: https://www.niddk.nih.gov/health-information/kidney-disease/chronic-kidney-disease-ckd/prevention. Accessed January 2021.
  9. National Kidney Foundation (2017) Tests to measure kidney function, damage and detect abnormalities. Available at: https://www.kidney.org/atoz/content/kidneytests. Accessed January 2021.
  10. Kidney Health Australia (2020) Chronic Kidney Disease (CKD) Management in Primary Care, 4th edition. Available at: https://kidney.org.au/uploads/resources/chronic-kidney-disease-management-in-primary-care-4th-edition-handbook.pdf. Accessed January 2021.
  11. Patient (2017) Chronic kidney disease. Available at: https://patient.info/kidney-urinary-tract/chronic-kidney-disease-leaflet. Accessed January 2021.
  12. Jager KJ, et al (2019) A single number for advocacy and communication—worldwide more than 850 million individuals have kidney diseases, Kidney International, 96(5), pp1048-1050.
  13. WebMD. Kidney Disease. Available at: https://www.webmd.com/a-to-z-guides/understanding-kidney-disease-basic-information#1. Accessed January 2021.
  14. NHS England (2019) Overview: Chronic kidney disease. Available at https://www.nhs.uk/conditions/kidney-disease/. Accessed January 2021.
  15. Centers for Disease Control and Prevention (2020) COVID-19 (Coronavirus): People with Certain Medical Conditions. Available at: https://www.cdc.gov/coronavirus/2019-ncov/need-extra-precautions/people-with-medical-conditions.html#chronic-kidney-disease. Accessed January 2021.
  16. National Kidney Foundation (2014) 10 Signs You May Have Kidney Disease. Available at: https://www.kidney.org/news/ekidney/august14/10_Signs_You_May_Have_Kidney_Disease Accessed October 2021
  17. National Kidney Foundation (2021) Herbal Supplements and Kidney Disease. Available at: https://www.kidney.org/atoz/content/herbalsupp Accessed October 2021